ଅଦୃଷ୍ଟିଆ Adṛushṭiā

  • ଦେ. କ୍ରି. (ସଂ. ଅ+ଦୃଷ୍ଟ) ଯେଉଁ ଶିଶୁ ବା ଖାଦ୍ୟାଦି ଉପରେ ଡାହାଣୀମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିନାହିଁ — (food or child) On which the evil eye of the witch has not yet been cast