ଅଦୃଷ୍ଟାଶ୍ରୁତପୂର୍ବ Aḍṛushṭāṡrutapūrba

  • ସଂ. ବିଣ. (ବହୁବ୍ରୀହି; ଅଦୃଷ୍ଟ+ଅଶ୍ରୁତ+ପୂର୍ବ) — ଯାହା ପୂର୍ବେ କେବେ ଦେଖା ଯାଇ ନ ଥିଲା ବା ଶୁଣା ଯାଇ ନ ଥିଲା — Not having been seen or heard before (M.W.)