ଅଦୃଷ୍ଟବାନ୍ Adṛushṭabān

  • ସଂ. ବିଣ. ପୁଂ. (ଅଦୃଷ୍ଟ+ଅଛି ଅର୍ଥରେ ବତ୍. 1 ମା. 1 ବ) — ଭାଗ୍ୟବାନ୍; କପାଳିଆ — Fortunate; lucky
  • ସଂ. ବିଣ. ପୁଂ. (ଅଦୃଷ୍ଟ+ଅଛି ଅର୍ଥରେ ବତ୍. 1 ମା. 1 ବ) — ଭାଗ୍ୟରୁଜାତ — Arising from destiny (M.W.)