ଅଦୃଷ୍ଟବାଦ Adṛushṭabāda

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଦୃଷ୍ଟ ସମ୍ବନ୍ଧୀୟ ବାଦ) — ମନୁଷ୍ୟ ଆପଣାର ଅଦୃଷ୍ଟକୁ ନିଶ୍ଚେ ଭୋଗ କରିବ, ତାହା କଦାପି ଏଡ଼ି ପାରିବନାହିଁ, ଏହି ମତବାଦ — Fatalism; the theory of fate