ଅଦୃଷ୍ଟଫଳ Adṛushṭaphaḻa
- ସଂ. ବି. (କର୍ମଧା; ଅଦୃଷ୍ଟ+ଫଳ) — ଭବିଷ୍ୟତ ଗର୍ଭରେ ନିହିତ ଘଟନାଚୟ — Events or consequences hidden in the womb of the future
- ସଂ. ବି. (କର୍ମଧା; ଅଦୃଷ୍ଟ+ଫଳ) — ( 6 ଷ୍ଠୀ ତତ୍) କର୍ମଫଳ; ପୂର୍ବଜନ୍ମକୃତ କର୍ମର ଇହ— ଜନ୍ମରେ ଭୁକ୍ତଫଳ — (6ଷ୍ଠୀ ତତ୍) କର୍ମଫଳ; ପୂର୍ବଜନ୍ମକୃତ କର୍ମର ଇହ— ଜନ୍ମରେ ଭୁକ୍ତଫଳ—. The results of a person's actions during his previous existence
- ସଂ. ବି. (କର୍ମଧା; ଅଦୃଷ୍ଟ+ଫଳ) — ( 6 ଷ୍ଠୀ ତତ୍) ଆପଣା ଭାଗ୍ୟରେ ଘଟିବା ବିଷୟ — (6ଷ୍ଠୀ ତତ୍) ଆପଣା ଭାଗ୍ୟରେ ଘଟିବା ବିଷୟ— . The happenings due to one's luck
- ସଂ. ବିଣ. (ବହୁବ୍ରୀହି) — ଯେଉଁ କର୍ମର ଫଳ ଅବଧି ଦେଖାଯାଇ ନାହିଁ — (act) Of which the consequences are not yet visible
- ସଂ. ବିଣ. (ବହୁବ୍ରୀହି) — ଯେଉଁ ବୃକ୍ଷର ଫଳ ଦେଖାଯାଏ ନାହିଁ; ଅଣ୍ଡିରା ଗଛ — Non—fruit—bearing (trees)
- ସଂ. ବିଣ. (ବହୁବ୍ରୀହି) — ଯେଉଁ ବୃକ୍ଷ ଆଜିଯାକେ ଫଳି ନାହିଁ — (tree) Not yet bearing fruit