ଅଦୃଷ୍ଟପୁରୁଷ Adṛushṭapurusha

  • ସଂ. ବି. (ବହୁବ୍ରୀହି; ଅ+ଦୃଷ୍ଟ+ପୁରୁଷ) — ନୀତିଶାସ୍ତ୍ର ବର୍ଣ୍ଣିତ କୋଡ଼ିଏ ପ୍ରକାରର ସନ୍ଧିସ୍ଥାପନ ମଧ୍ୟରୁ ଏକତମ, ଯେଉଁ ସନ୍ଧିସ୍ଥାପନ କର୍ମରେ କେହି ମଧ୍ୟସ୍ଥି ନ ଥାଏ — A treaty concluded between two parties without the intervention of a mediator