ଅଦାବେପାରୀ Adābepārī

  • ଦେ. ବି (ସଂ. ଆର୍ଦ୍ରକ+ବ୍ୟାପାରୀ) — ଯେ ଅଦା ବିକେ — Seller of ginger
  • ଦେ. ବି (ସଂ. ଆର୍ଦ୍ରକ+ବ୍ୟାପାରୀ) — (ଲକ୍ଷଣାର୍ଥ)—ଛୋଟ ବେପାରୀ — Petty trader
  • ଦେ. ବି (ସଂ. ଆର୍ଦ୍ରକ+ବ୍ୟାପାରୀ) — ଅଦାବେପାରୀ ବୋଇତର ଖବର ନେବା ନ୍ୟାୟ—ଢଗ