ଅଦାନ୍ତିଆ Adāntiā
- ଦେ. ବିଣ. ପୁଂ (ସଂ. ଅଦନ୍ତ) — ଦନ୍ତହୀନ — Toothless
- ଦେ. ବିଣ. ପୁଂ (ସଂ. ଅଦନ୍ତ) — ଯେଉଁ ଶିଶୁର ଦାନ୍ତ ଉଠି ନାହିଁ — (a child) Who has not yet teethed
- ଦେ. ବିଣ. ପୁଂ (ସଂ. ଅଦନ୍ତ) — ଯେଉଁ ବଳଦ ବା ଦାମୁଡ଼ି ଦାନ୍ତେଇ ନାହିଁ — A bullock which has not yet cut its front teeth