ଅଦଳାଇବା Adalāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଆଉଜିବା; ଠେଁସ ଦେଇ ବସିବା ବା ଠିଆ ହେବା — To lean towards
  • ପ୍ରାଦେ. (ସମ୍ବଲପୁର) କ୍ରି — (ପିଠି ଅଣ୍ଟା ଆଦି) ଘୋଳି ହେବା; ଉଧେଇବା — 1. To smart (said of back & waist)
  • ପ୍ରାଦେ. (ସମ୍ବଲପୁର) କ୍ରି — ବଥାଇବା — To ache