ଅଦମ୍ୟ Adamya

  • ସଂ. ବିଣ. (ଅ+ଦମ ଧାତୁ+କର୍ମ. ଯ) — ଅଶାସନୀୟ; ଦୁର୍ଦ୍ଦାନ୍ତ — Ungovernable
  • ସଂ. ବିଣ. (ଅ+ଦମ ଧାତୁ+କର୍ମ. ଯ) — ଅବଶୀଭୁତ — Uncontrollable
  • ସଂ. ବିଣ. (ଅ+ଦମ ଧାତୁ+କର୍ମ. ଯ) — ଅପରାଜେ, — Unassailable