ଅଦତ୍ତାଦାୟୀ Adattādāyī

  • ସଂ. ବିଣ. ପୁଂ. (ଅଦତ୍ତ+ଆ+ଦା ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ.) — (ସ୍ମୃତିଶାସ୍ତ୍ର) ଯେଉଁ ବ୍ୟକ୍ତି ଅସିଦ୍ଧ ଦାନ ଗ୍ରହଣ କରିଥାଏ — (Low) Receiver of a gift which is null and void or revocable