ଅଦଣ୍ଡ୍ୟ Adaṇḍya
- ସଂ. ବିଣ. ପୁଂ. (ଅ+ଦଣ୍ଡ୍ୟ) — ଯେ ଦଣ୍ଡାର୍ହ ନୁହେ — Not deserving of punishment
- ସଂ. ବିଣ. ପୁଂ. (ଅ+ଦଣ୍ଡ୍ୟ) — ନିରପରାଧ — Innocent; guiltless
- ସଂ. ବିଣ. ପୁଂ. (ଅ+ଦଣ୍ଡ୍ୟ) — ଯାହାକୁ ଦଣ୍ଡରୁ ମୁକ୍ତି ଦିଆଯାଇଛି — Exempted from punishment
- ସଂ. ବିଣ. ପୁଂ. (ଅ+ଦଣ୍ଡ୍ୟ) — ଯେ ଦୋଷ କଲେ ମଧ୍ୟ ଦଣ୍ଡ ପାଇବ ନାହିଁ ବୋଲି ରାଜାଙ୍କର ବା ଶାସ୍ତ୍ରର ଆଦେଶ ଅଛି — Exempted from any punishment by a standing order or text