ଅଦଗ୍ଧ Adagdha

  • ଦେ. ବିଣ. (ନଞ ତତ୍; ଅ+ଦଗ୍ଧ) — ପୋଡ଼ା ଯାଇ ନଥିବା — Unburnt
  • ଦେ. ବିଣ. (ନଞ ତତ୍; ଅ+ଦଗ୍ଧ) — ଶାସ୍ତ୍ରନିର୍ଦ୍ଧିଷ୍ଟ ବିଧାନ ଅନୁସାରେ ଦଗ୍ଧ କରାଯାଇ ନଥିବା (ଯଥା ଶବ) — Not burnt or cremated according to prescribed rites (E.g., a corpse)