ଅଦଉତିଆ Adautiā

  • ଦେ. ବିଣ. (ଆ—ଅଦାୱତ୍+ଓ. ପ୍ରତ୍ୟୟ ଇଆ) — ପ୍ରତିହିଂସାପରାୟଣ (ବ୍ୟକ୍ତି) — Revengeful. (person)
  • ଦେ. ବିଣ. (ଆ—ଅଦାୱତ୍+ଓ. ପ୍ରତ୍ୟୟ ଇଆ) — ପ୍ରତିହିଂସାପୂର୍ଣ୍ଣ (ବିଷୟ) — Revengful. (Matter)