ଅଦଉତ୍ Adaut

  • ବୈଦେ. ବି. (ଆ. ଅଦାୱତୀ=ଶତ୍ରୁତା) — ବୈର; ଶତ୍ରୁତା — Enmity
  • ବୈଦେ. ବି. (ଆ. ଅଦାୱତୀ=ଶତ୍ରୁତା) — ଅକସ; ପୂର୍ବକୃତ ଅପକାର ପାଇଁ ମନେ ମନେ ଜଳିବା ରାଗ — Grudge
  • ବୈଦେ. ବି. (ଆ. ଅଦାୱତୀ=ଶତ୍ରୁତା) — ପ୍ରତହିଂସା — Revenge
  • ବୈଦେ. ବି. (ଆ. ଅଦାୱତୀ=ଶତ୍ରୁତା) — ଶତ୍ରୁ — enemy
  • ଦେ. ବିଣ — ଶତ୍ରୁତାପନ୍ନ — Inimical
  • ଦେ. ବିଣ — ପ୍ରତିହିଂସାପରାୟଣ — Revengeful
  • ଦେ. ବିଣ — ମନେ ମନେ ଅକସ ରଖିଥିବା — Spiteful