ଅଦ (ଧାତୁ) Ada (root)

  • ସଂ — ଖାଇବା — To eat
  • ସଂ — ଗିଳିଦେବା — To devour
  • ସଂ — ବିନାଶ କରିବା — To destroy
  • ସଂ — [ତୁଳନା କର ଏକାର୍ଥକ ଇଂ. ଈଟ୍ — (Eat);ଲା. ଏଦୋ(Edo);ଗ୍ରୀ. ଏଦୋ(Edo);ଜେଣ୍ଡ. ଅଦ୍(Ad);ଗଥିକ୍ ଅତ୍(At).]