ଅଦଂଷ୍ଟ୍ର Adaṁshtra

  • ସଂ. ବଣ. ପୁଂ. (ବହୁବ୍ରୀହି; ଅ+ଦଂଷ୍ଟ୍ରା) — ଦନ୍ତହୀନ — Toothless
  • ସଂ. ବି — ଯେଉଁ ସାପର ବିଷଦାନ୍ତ ଭଙ୍ଗା ହୋଇ — ଅଛି—A serpent whose fangs have been extracted