ଅଥୟବିଥୟ Athayabithaya

  • ଦେ. ବିଣ. (ସହଚର ସବ୍ଦଦ୍ୱୟ) — ଅସ୍ତବ୍ୟସ୍ତ; ଅତ୍ୟନ୍ତ ବ୍ୟତିବ୍ୟସ୍ତ — Very restless
  • ଦେ. ବିଣ. (ସହଚର ସବ୍ଦଦ୍ୱୟ) — ଅତ୍ୟନ୍ତ ଅଧୀର — Very impatient