ଅଥାରମୁହାଁ Athāramuhāñ

  • ଦେ. ବିଣ — ଯେଉଁ ବ୍ୟକ୍ତିର ମୁହଁ ଅଥାରହାଣ୍ଡିର ମୁହଁ ପରି ଚଟକା ଓ ଅସୁନ୍ଦର — Flat faced (person)
  • ଦେ. ବିଣ — ଯେଉଁ ବ୍ୟକ୍ତିର ମୁହଁ ଅଭିମାନ ବା କ୍ରୋଧରେ ଅଥାର— ହାଣ୍ଡି ପରି ବିକଟ ହୋଇଥାଏ — Scowling; frowning