ଅଥାନ ବାଉଳା Athāna bāuḻā
- ଦେ. ବିଣ. ପୁଂ. (ସଂ. ଅସ୍ଥାନ+ବାତୁଳ) — ଯେଉଁ ବ୍ୟକ୍ତି ଏକ ସ୍ଥାନରେ ଥିବା ବସ୍ତୁକୁ ଅନ୍ୟ ସ୍ଥାନରେ ଖୋଜେ — (a person) Who searches for things in the wrong places
- ଦେ. ବିଣ. ପୁଂ. (ସଂ. ଅସ୍ଥାନ+ବାତୁଳ) — ଯେଉଁ ବ୍ୟକ୍ତି କୌଣସି ପଦାର୍ଥକୁ ଏକ ସ୍ଥାନରେ ରଖି— ଦେଇ ଅନ୍ୟ ସ୍ଥାନରେ ଖୋଜେ — (a person) Who searches for a thing which he puts in one place, in some different place
- ଦେ. ବିଣ. ପୁଂ. (ସଂ. ଅସ୍ଥାନ+ବାତୁଳ) — ବିସ୍ମରଣଶୀଳ; ଭୋଳା — Forgetful
- ଦେ. ବିଣ. ପୁଂ. (ସଂ. ଅସ୍ଥାନ+ବାତୁଳ) — ଅଥାନ ଫାଙ୍ଗୁଳା (ଦେଖ) — Athāna phāṅguḻā (See)
- ଦେ. ବିଣ. ପୁଂ. (ସଂ. ଅସ୍ଥାନ+ବାତୁଳ) — କାର୍ଯ୍ୟକ୍ରମରେ ଶୃଙ୍ଖଳାହୀନ — Unmethodical in work