ଅଥଳ ତଳ Athaḻa taḻa

  • ଗ୍ରା. ବିଣ. (ସଂ. ଅତଳ) — ଅଥଳ (ଦେଖ) — Athaḻa (See)
  • ଗ୍ରା. ବିଣ. (ସଂ. ଅତଳ) — ଯେଉଁ ଜଳଭାଗରେ ସ୍ଥାନେ ସ୍ଥାନେ ତଳକୁ ଗୋଡ଼ ପାଏ ଓ ସ୍ଥାନେ ସ୍ଥାନେ ଗୋଡ଼ ପାଏ ନାହିଁ — (a span of water) Which is fordable at some place and imfordable at others