ଅଥର୍ବାଣୀ Atharbāṇī

  • ଗ୍ରା. (ପଦ୍ୟ) ବି. (ସଂ. ଅଥର୍ବାଣ) — ଅଥର୍ବ ବେଦ — The Atharba Beda
  • ଗ୍ରା. (ପଦ୍ୟ) ବି. (ସଂ. ଅଥର୍ବାଣ) — ରାଧା ସାତୁକୀ ରାଜସୀ ରୁକ୍ମିଣୀ / ଯାହା କହିଛି ବେଦ ଅଥର୍ବାଣୀ। ପ୍ରାଚୀ, ରହସ୍ୟମଞ୍ଜରୀ।