ଅଥର୍ବଣ Atharbaṇa

  • ସଂ. ବି. (ଅଥର୍ବନ୍+ଅ) — ଶିବ; ମହାଦେବ — God Ṡiva
  • ସଂ. ବି. (ଅଥର୍ବନ୍+ଅ) — (ଭାଗବତ 6 ଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣିତ) ଦଧୀଚି ଋଷି; (ଋଷିବିଶେଷ; ଏ ଦେବତାମାନଙ୍କ ଅନୁରୋଧରେ ଶରୀର ତ୍ୟାଗ କରିବାରୁ ଏହାଙ୍କ ଅସ୍ଥିରୁ ଇନ୍ଦ୍ର ବଜ୍ର ପ୍ରସ୍ତୁତ କରି ବୃତ୍ରାସୁରକୁ ବଧ କଲେ।) — (ଭାଗବତ6ଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣିତ) ଦଧୀଚି ଋଷି; (ଋଷିବିଶେଷ; ଏ ଦେବତାମାନଙ୍କ ଅନୁରୋଧରେ ଶରୀର ତ୍ୟାଗ କରିବାରୁ ଏହାଙ୍କ ଅସ୍ଥିରୁ ଇନ୍ଦ୍ର ବଜ୍ର ପ୍ରସ୍ତୁତ କରି ବୃତ୍ରାସୁରକୁ ବଧ କଲେ)— . Name of a sage Dadhīchi
  • ସଂ. ବି. (ଅଥର୍ବନ୍+ଅ) — ଏମନ୍ତ କହି ଅଥର୍ବଣ, ନିଶ୍ଚଳ କରି ଆତ୍ମାମନ ପରମବ୍ରହ୍ମେ ନିବେଶିଲେ, ସଂଯମେ ଶରୀର ଛାଡ଼ିଲେ। ଜଗନ୍ନାଥ, ଭାଗବତ— 6 । — ଏମନ୍ତ କହି ଅଥର୍ବଣ, ନିଶ୍ଚଳ କରି ଆତ୍ମାମନ ପରମବ୍ରହ୍ମେ ନିବେଶିଲେ, ସଂଯମେ ଶରୀର ଛାଡ଼ିଲେ ଜଗନ୍ନାଥ, ଭାଗବତ—6