ଅଥର୍ବଣି Atharbaṇi

  • ସଂ. ବି. (ଅଥର୍ବନ୍+ଇ) — ଅଥର୍ବବେଦପାରଗ ବ୍ରାହ୍ମଣ — A Brāhmaṇa versed in the Atharba Beda
  • ସଂ. ବି. (ଅଥର୍ବନ୍+ଇ) — କୌଣସି ବଂଶର ନିର୍ଦ୍ଦିଷ୍ଟ ପୁରୋହିତ — Family priest