ଅତଡ଼ା ଖାଇବା Ataṟḍ̠ā khāibā
- ଦେ. କ୍ରି — (ନଈ) ସ୍ରୋତର ଆଘାତଦ୍ୱାରା ତଟ— ଭୂମିକୁ ଗର୍ଭସାତ୍ କରିବା
- ଦେ. କ୍ରି — (ଯଥା—ଏ ବର୍ଷ ବଢ଼ିରେ ନଈ କାଳିପାଟଣା ଗାଁ ମୁଣ୍ଡଯାକେ ଅତଡ଼ା ଖାଇଯାଇଛି।)
- ଦେ. କ୍ରି — (କୌଣସି ଦୁଷ୍ଟ ବ୍ରଣ ବା ଘାଆ) ଚାରି ପାଖର ଚମ ଓ ମାଂସକୁ ପଚାଇ ଘାଇଲା କରିବା — To eat away the edge (said of a festering sore.)
- ଦେ. କ୍ରି — (ଯଥା—ପଠାଟା ତା ପିଠିରୁ ଚାରି ଆଙ୍ଗୁଳ ଲମ୍ବ ଚଉଡ଼ା ଧରି ଅତଡ଼ା ଖାଇଗଲାଣି।)