ଅତ୍ୟୁଗ୍ର Atyugra

  • ସଂ. ବିଣ. (ଅତି+ଉଗ୍ର) — ଅତିଭୟଙ୍କର — Very fierce
  • ସଂ. ବିଣ. (ଅତି+ଉଗ୍ର) — ଅତି ତୀବ୍ର — Very strong
  • ସଂ. ବିଣ. (ଅତି+ଉଗ୍ର) — ଅତି ଅସହ୍ୟ — Very unbearable
  • ସଂ. ବିଣ. (ଅତି+ଉଗ୍ର) — ଅତିରାଗ — Very pungent
  • ସଂ. ବି — ହେଙ୍ଗୁ — Assafoetida