ଅତ୍ୟାହିତ Atyāhita

  • ସଂ. ବି. (ଅତି+ଆ+ଧା ଧାତୁ+ଭାବ. ତ; ଯାହା ନିବାରଣ କରିବାପାଇଁ ମନକୁ ଅତି ନିବିଷ୍ଟ କରିବାକୁ ହୁଏ) — ଭୟଙ୍କର ବିପଦ ବା ଦୁଃଖ — A great calamity
  • ସଂ. ବି. (ଅତି+ଆ+ଧା ଧାତୁ+ଭାବ. ତ; ଯାହା ନିବାରଣ କରିବାପାଇଁ ମନକୁ ଅତି ନିବିଷ୍ଟ କରିବାକୁ ହୁଏ) — ଦୁଃସାହସିକ କର୍ମ; ହାଇଁ ସାହାସିଆ କାମ — Very rash or daring deed
  • ସଂ. ବି. (ଅତି+ଆ+ଧା ଧାତୁ+ଭାବ. ତ; ଯାହା ନିବାରଣ କରିବାପାଇଁ ମନକୁ ଅତି ନିବିଷ୍ଟ କରିବାକୁ ହୁଏ) — ଅମଙ୍ଗଳ; ଅଲକ୍ଷଣ — Bad omen or sign
  • ସଂ. ବି. (ଅତି+ଆ+ଧା ଧାତୁ+ଭାବ. ତ; ଯାହା ନିବାରଣ କରିବାପାଇଁ ମନକୁ ଅତି ନିବିଷ୍ଟ କରିବାକୁ ହୁଏ) — ରାକ୍ଷସୋଚିତ କାର୍ଯ୍ୟ — Devilish act
  • ସଂ. ବିଣ (ଅତି+ଆ+ଧା ଧାତୁ+କର୍ମ. ତ) — ଉପରେ ସ୍ଥାପିତ — Super-imposed
  • ସଂ. ବିଣ (ଅତି+ଆ+ଧା ଧାତୁ+କର୍ମ. ତ) — ପ୍ରତାରିତ — Deceived
  • ସଂ. ବିଣ (ଅତି+ଆ+ଧା ଧାତୁ+କର୍ମ. ତ) — ଳଙ୍ଘିତ — Transgressed; infringed