ଅତ୍ୟାରୂଢ଼ି Atyāruṟḍ̠ẖi

  • ସଂ. ବି—(ଅତି+ଆ+ରୁହ ଧାତୁ+ଭାବ. ତି) — ଅତ୍ୟନ୍ତ ବୃଦ୍ଧି — Great increase
  • ସଂ. ବି—(ଅତି+ଆ+ରୁହ ଧାତୁ+ଭାବ. ତି) — ଅତ୍ୟନ୍ତ ଉନ୍ନତି — Great prosperity
  • ସଂ. ବି—(ଅତି+ଆ+ରୁହ ଧାତୁ+ଭାବ. ତି) — ଅତ୍ୟନ୍ତ ଉଚ୍ଚତା — Great height