ଅତ୍ୟାରୁଢ଼ Atyāru̲ṟḍ̠ẖa

  • ସଂ. ବିଣ (ଅତି+ଆ+ରୁହ ଧାତୁ+କର୍ତ୍ତୃ. ତ) — ଅତ୍ୟନ୍ତ ବଢ଼ିଥିବା — Grown to excess
  • ସଂ. ବିଣ (ଅତି+ଆ+ରୁହ ଧାତୁ+କର୍ତ୍ତୃ. ତ) — ଅତିଶୟ ବୃଦ୍ଧ — Decrepit; too old
  • ସଂ. ବି (ଭାବ. ତ) — ଅତି ଉଚ୍ଚସ୍ଥାନ — A very high place
  • ସଂ. ବି (ଭାବ. ତ) — ଅତ୍ୟନ୍ତ ଉଚ୍ଚତା — A great altitude or elevation
  • ସଂ. ବି (ଭାବ. ତ) — ଅତି ବୃଦ୍ଧ ବ୍ୟକ୍ତି — A very old man