ଅତ୍ୟାଧାନ Atyādhāna

  • ସଂ. ବି (ଅତି+ଆ+ଧା ଧାତୁ+ଭାବ. ଅନ) — ଉପରେ ସ୍ଥାପନ — Laying on; superposition
  • ସଂ. ବି (ଅତି+ଆ+ଧା ଧାତୁ+ଭାବ. ଅନ) — ନିୟମଲଙ୍ଘନ — Transgresssion
  • ସଂ. ବି (ଅତି+ଆ+ଧା ଧାତୁ+ଭାବ. ଅନ) — ଯଜ୍ଞାଗ୍ନିସ୍ଥାପନ ବା ରକ୍ଷଣରେ ହେଳା — Neglect of the lighting or maintenance of the sacred fire
  • ସଂ. ବି (ଅତି+ଆ+ଧା ଧାତୁ+ଭାବ. ଅନ) — ପ୍ରତାରଣା — Deception (M.W.)