ଅତ୍ୟର୍ଥ Atyaratha

  • ସଂ. ବିଣ. (ଅତି+ଅର୍ଥ) — ଅତ୍ୟଧିକ; ବିସ୍ତର; ବହୁଳ — Excessive; extensive
  • ସଂ. ବିଣର ବିଣ — ଅତ୍ୟଧିକରୂପେ — Exceedingly