ଅତ୍ୟନ୍ତୀନ Atyantīna

  • ସଂ. ବିଣ. ପୁଂ. (ଅତ୍ୟନ୍ତ+ଈନ) — ଦୂରଗାମୀ — Going far (M.W.)
  • ସଂ. ବିଣ. ପୁଂ. (ଅତ୍ୟନ୍ତ+ଈନ) — ଅତ୍ୟନ୍ତଗ; ଅତି ବେଗାମୀ — Going too fast