ଅତ୍ୟନ୍ତିକ Atyantika
- ସଂ. ବିଣ (ଅତ୍ୟନ୍ତ+ଇକ) — ଅତ୍ୟନ୍ତଗ (ଦେଖ) — Atyantaga (See)
- ସଂ. ବିଣ (ଅତ୍ୟନ୍ତ+ଇକ) — ଅତି ନିକଟବର୍ତ୍ତୀ — Very near; too close (M.W.)
- ସଂ. ବିଣ (ଅତ୍ୟନ୍ତ+ଇକ) — (ଅତି+ଅନ୍ତିକ)—ବହୁଦୂରବର୍ତ୍ତୀ; ଦୂରସ୍ଥ — Distant (Apte)
- ସଂ. ବି — ଅତିନୈକଟ୍ୟ — Close proximity; immediate neighbourhood
- ସଂ. ବି — (ଅତି=ଅତିକ୍ରାନ୍ତ+ଅନ୍ତିକ) ବହୁହୂରତ୍ୱ — Great distance