ଅତ୍ୟନ୍ତାଭାବ Atyantābhāba

  • ସଂ. ବି. (କର୍ମଧା; ଅତ୍ୟନ୍ତ+ଅଭାବ) — ସମ୍ପୂର୍ଣ୍ଣ ଅଭାବ — Extreme want
  • ସଂ. ବି. (କର୍ମଧା; ଅତ୍ୟନ୍ତ+ଅଭାବ) — ଚିରକାଳ ଅବର୍ତ୍ତମାନତା — Absolute non-existence