ଅତ୍ୟନ୍ତାତିଶୟୋକ୍ତି Atyantātiṡayolti
- ସଂ. ବି. (କର୍ମଧା; ଅତ୍ୟନ୍ତ+ଅତିଶୟୋକ୍ତି) — ଅର୍ଥାଳଙ୍କାରବିଶେଷ; ଯେଉଁ ଠାରେ ଅତିଶୟୋକ୍ତିର ଅତିଶଯ୍ୟ ଘଟିଛି — A figure of speech where hyperbole is carried too far
- ସଂ. ବି. (କର୍ମଧା; ଅତ୍ୟନ୍ତ+ଅତିଶୟୋକ୍ତି) — ଉଦ୍ଧବ! କହିବଟି ଗୋପୀନାଥଙ୍କୁ / କରପଲ୍ଲବର କନିଷ୍ଠ ମଦ୍ରିକା କଙ୍କଣ ହେଲାଣି କରକୁ। କୁଳମଣି—ଅଳଙ୍କାରତରଙ୍ଗିଣୀ।