ଅତ୍ୟନ୍ତସଂଯୋଗ Atyantasaṁjoga
- ସଂ. ବି. (କର୍ମଧା. ଅତ୍ୟନ୍ତ+ସଂଯୋଗ) — ଅବିଶ୍ରାନ୍ତ ମିଳନ — Uniterrupted continuance
- ସଂ. ବି. (କର୍ମଧା. ଅତ୍ୟନ୍ତ+ସଂଯୋଗ) — ଅବିଛେଦ୍ୟ ଏକତ୍ରାବସ୍ଥାନ — Inseparable coexistence
- ସଂ. ବି. (କର୍ମଧା. ଅତ୍ୟନ୍ତ+ସଂଯୋଗ) — ନିକଟବର୍ତ୍ତୀ ଅବସ୍ଥା — Closeproximity