ଅତ୍ୟନ୍ତଗତ Atyantagata

  • ସଂ.ବିଣ. (ଅତ୍ୟନ୍ତ+ଗତ) — ଚିରକାଳ ପାଇଁ ଗତ — Gone for ever; gone for good
  • ସଂ.ବିଣ. (ଅତ୍ୟନ୍ତ+ଗତ) — ସବୁବେଳେ ପ୍ରଯୁଜ୍ୟ — Always applicable (M.W.)
  • ସଂ.ବିଣ. (ଅତ୍ୟନ୍ତ+ଗତ) — ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ବା ୱାଜିବ — Completely pertinent (M.W.)