ଅତ୍ୟଗ୍ନି Atyagni

  • ସଂ. ବି. (ସୁପ୍ସୁପ୍ ସମାସ; ଅତି+ଅଗ୍ନି;) — ରୋଗବିଶେଷ; ଖାଦ୍ୟ ଦ୍ରବ୍ୟ ଅତି ଶୀଘ୍ର ଜୀର୍ଣ୍ଣ ହୋଇ ଉପର୍ଯ୍ୟୁପରି କ୍ଷୁଧା ବୋଧ ହେବା ରୋଗ — A disease in which there is morabidly rapid digestion
  • ସଂ. ବିଣ (ଅବ୍ୟୟୀଭାବ; ଅତିକ୍ରମ କରିଅଛି ଅଗ୍ନିକୁ ଯେ) — ତେଜରେ ଅଗ୍ନିକୁ ବଳିଥିବା — Surpassing fire in heat, light or splendour