ଅତ୍ୟଗ୍ନିଷ୍ଟୋମ Atyagnishṭoma

  • ସଂ. ବି. (ଅବ୍ୟୟୀଭାବ; ଅତିକ୍ରମ କରିଅଛି+ଅଗ୍ନି— ଷ୍ଟୋମକୁ ଯେ; ଯହିଁର ଫଳ ଅଗ୍ନିଷ୍ଟମ ଯଜ୍ଞର ଫଳ ଅପେକ୍ଷା ଅଧିକ) — ଜ୍ୟୋତିଷ୍ଟୋମ ଯଜ୍ଞର ଦ୍ୱିତୀୟ ଅଂଶ — The optional Second part of the jyotishtoma sacrifice