ଅତିଲେମ୍ବୁ ଚୁପୁଡ଼ିଲେ ପିତା Atilembu chupuṟḍ̠ile pitā
- (ନ୍ୟାୟ; ପ୍ରବଚନ) — ଲେମ୍ବୁକୁ ଫାଳ କରି ଚୁପୁଡ଼ିଲେ ସେଥିରୁ ଖଟା ରସ ବାହାରେ, କିନ୍ତୁ ବେଶି ରସ ପାଇବା ଦୁରାଶାରେ ଲେମ୍ବୁକୁ ଅତି ଚୁପୁଡ଼ିଲେ ଲେମ୍ବୁର ଚୋପାରେ ଚାପ ପଡ଼ିବାଯୋଗୁଁ ଚୋପାରୁ ବାହାରିବା ରସ ଲେମ୍ବୁ ରସରେ ମିଶି ତାକୁ ପିତା କରି ପକାଏ। ସେହିପରି କୌଣସି କାର୍ଯ୍ୟକୁ ଅତି ନିଠେଇ କରି କଲେ ତାହା ବିଗିଡ଼ିଯାଏ — (A proverd)Too much of a thing is good for nothing