ଅତିରାତ୍ର Atirātra
- ସଂ. ବି. (ଅତି+ରାତ୍ରି) — ଅଧରାତି; ନିଶାରାତି — The dead of night
- ସଂ. ବି. (ଅତି+ରାତ୍ରି) — ଷଷ୍ଠ ମନୁ ଚାକ୍ଷୁଷଙ୍କ ପୁତ୍ର — Name of the son of the sixth Manu Chākshusha
- ସଂ. ବି. (ଅତି+ରାତ୍ରି) — ଜ୍ୟୋତିଷ୍ଟୋମ ଯଜ୍ଞର ଅଙ୍ଗବିଶେଷ — An optional part of a Jyotishṭoma sacrifice