ଅତିରଞ୍ଜନ Atiran̄jana
- ସଂ. ବି. (ଅତି+ରଞ୍ଜନ) — b1 । ଅତିରିକ୍ତରୂପେ ରଙ୍ଗାଇବା — b1 ଅତିରିକ୍ତରୂପେ ରଙ୍ଗାଇବା— 1. Over-colouring
- ସଂ. ବି. (ଅତି+ରଞ୍ଜନ) — ବହଳ ହୋଇ ରଙ୍ଗାଯିବା — Thick colouring
- ସଂ. ବି. (ଅତି+ରଞ୍ଜନ) — କୌଣସି ବିଷୟକୁ ବାହୁଲ୍ୟରୂପେ ବର୍ଣ୍ଣନା କରିବା — Exaggeration