ଅତିମୁକ୍ତ Atimukta
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ସମ୍ପୂର୍ଣ୍ଣରୂପେ ମୁକ୍ତିପ୍ରାପ୍ତ — Completely liberated
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ପରମ ମୋକ୍ଷ ବା ନିର୍ବାଣ ପ୍ରାପ୍ତ — One Who has attained redemption or spiritual annihilation
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ସଙ୍ଗ ବା ଆସକ୍ତରହିତ — Free from wordly attachment
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ବନ୍ଧ୍ୟା — Barren; having no power of fecundation
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ଜୀବହୀନ — Seedless
- ସଂ. ବିଣ. ପୁଂ. (ଅତି+ମୁକ୍ତ) — ବାର୍ଦ୍ଧକ୍ୟ ଯୋଗୁଁ ସନ୍ତାନୋତ୍ପାଦିକା ଶକ୍ତିରହିତ — Past the stage of fecundation (due to old age)
- ସଂ. ବି. — (ଅବ୍ୟୟୀଭାବ; ଅତି+ମୁକ୍ତା; ଯାହାର ପୁଷ୍ପ ବର୍ଣ୍ଣରେ ମୁକ୍ତାକୁ ଅତିକ୍ରମ କରିଅଛି)
- ସଂ. ବି. — ମାଧବୀ ଲତା (ଦେଖ) — A flowering creeper; Mādhabilatā (See)
- ସଂ. ବି. — ତିନିଶ; ବାନ୍ଧନ ଗଛ — A timber-tree; Dalbergia oujeinensis
- ସଂ. ବି. — ଅତି ସୁନ୍ଦର ମୁକ୍ତା — Very beautiful pearl