ଅତିମାନ Atimāna

  • ସଂ. ବି. (ପ୍ରାଦି ସମାସ; ଅତି+ମାନ) — ଅତ୍ୟନ୍ତ ଆତ୍ମଗର୍ବ — Excessive haughtiness; too much selfconceit
  • ସଂ. ବି. (ପ୍ରାଦି ସମାସ; ଅତି+ମାନ) — ବିଶେଷ ସମ୍ମାନ — Great honour
  • ସଂ. ବିଣ—(ଅବ୍ୟୟୀଭାବ; ମାନକୁ ଅତିକ୍ରମ କରି) — ଅମାପ — Immeasurable
  • ସଂ. ବିଣ—(ଅବ୍ୟୟୀଭାବ; ମାନକୁ ଅତିକ୍ରମ କରି) — ସୁବିସ୍ତୀର୍ଣ୍ଣ — Extensive