ଅତିମାତ୍ର Atimātra

  • ସଂ. ବିଣ. (ଅବ୍ୟୟୀଭାବ; ଅତି+ମାତ୍ରା; ଯାହା ମାତ୍ରାକୁ ଅତିକ୍ରମ କରିଅଛି) — b1 । ମାତ୍ରାରୁ ବଳି ପଡ଼ିଥିବା — b1 ମାତ୍ରାରୁ ବଳି ପଡ଼ିଥିବା— 1. Exceeding the usual dose
  • ସଂ. ବିଣ. (ଅବ୍ୟୟୀଭାବ; ଅତି+ମାତ୍ରା; ଯାହା ମାତ୍ରାକୁ ଅତିକ୍ରମ କରିଅଛି) — ଅତ୍ୟଧିକ — Excessive
  • ସଂ. ବିଣ. (ଅବ୍ୟୟୀଭାବ; ଅତି+ମାତ୍ରା; ଯାହା ମାତ୍ରାକୁ ଅତିକ୍ରମ କରିଅଛି) — ଅସାଧାରଣ — Extraordinary; inordinate
  • ସଂ. କ୍ରି. ବିଣ — ଅତ୍ୟଧିକ ପରିମାଣରେ — Excessively; too much