ଅତିମାତ୍ରା Atimātrā

  • ସଂ. ବି. (ଅତି+ମାତ୍ରା; ପ୍ରାଦି ସମାସ) — ଔଷଧାଦିର ଅତିରିକ୍ତ ମାତ୍ରା — Overdose
  • ସଂ. ବି. (ଅତି+ମାତ୍ରା; ପ୍ରାଦି ସମାସ) — କୌଣସି ବିଷୟ ବା ବସ୍ତୁର ପ୍ରୟୋଜନାତିରିକ୍ତ ପରିମାଣ — Quantity or measure much in excess of the requirement