ଅତିମଙ୍ଗଲ୍ୟ Atimaṅgalya

  • ସଂ. ବିଣ. (ସୁପ୍ସୁପ୍ ସମାସ; ଅତି+ମଙ୍ଗଲ୍ୟ) — ଅତିଶୟ ମଙ୍ଗଳଯୁକ୍ତ — Very propitious
  • ସଂ. ବିଣ. (ସୁପ୍ସୁପ୍ ସମାସ; ଅତି+ମଙ୍ଗଲ୍ୟ) — ଅତ୍ୟନ୍ତ ଶୁଭସୂଚକ — Of Very good augury; very auspicious
  • ସଂ. ବି. — ଶ୍ରୀଫଳ; ବେଲ — The Bael tree; Aegel marmelus