ଅତିବାହନ Atibāhana

  • ସଂ. ବି. (ଅତି+ବହ ଧାତୁ ଣିଚ+ଭାବ. ଅନ) — ଅତିକ୍ରମ (ଦେଖ) — Atikrama (See)
  • ସଂ. ବି. (ଅତି+ବହ ଧାତୁ ଣିଚ+ଭାବ. ଅନ) — (କାଳ) ଯାପନ; ଅତିପାତ; କାଳକ୍ଷେପଣ — Whiling away of time
  • ସଂ. ବି. (ଅତି+ବହ ଧାତୁ ଣିଚ+ଭାବ. ଅନ) — ଅତିରିକ୍ତ ପରିଶ୍ରମ — Excessive toiling. (M.W.)