ଅତିପାତକ Atipātaka
- ସଂ. ବି. (ଅତି+ପାତକ) — ଧର୍ମଶାସ୍ତ୍ର ଲିଖିତ ନବପାତକ ମଧ୍ୟରୁ ଘୃଣ୍ୟତମ ପାତକ ଶ୍ରେଣୀ — A class of most heinous incests
- ସଂ. ବି. (ଅତି+ପାତକ) — [ଦ୍ର—ପୁରୁଷ ପକ୍ଷରେ ଆପଣା ମାତା, କନ୍ୟା ଓ ପୁତ୍ରବଧୂ ଏବଂ ସ୍ତ୍ରୀ ପକ୍ଷରେ ଆପଣା ପୁତ୍ର, ପିତା, ଶ୍ୱଶୁର ଓ ଜାମାତାଙ୍କ ସହବାସ ବା ସଙ୍ଗମ କଲେ ଏ ପାତକ ଘଟେ।]
- ସଂ. ବି. (ଅତି+ପାତକ) — ଅତି ଗୁରୁତର ପାପ — Very heinous sin