ଅତିପରିଚୟ Atiparichaya

  • ସଂ. ବି. (ଅତି+ପରିଚୟ) — ବେଜାୟ ଘନିଷ୍ଠତା; ଅତ୍ୟଧିକ ଦିହଘଷା ହେବା ଅବସ୍ଥା — Too much familiarity; excessive intimacy
  • ସଂ. ବି. (ଅତି+ପରିଚୟ) — (ଯଥା—ଅତିପରିଚୟେ ଗଉର ନଷ୍ଟ—ଢଗ; ଅତିପରିଚୟେ ଗୌରବ ନଷ୍ଟ—ବଙ୍ଗଳା; ଅତିପରିଚୟାଦନାଦରୋ ଭବତି—ସଂସ୍କୃତ।)